Chapter 6 ଭାରତ ସ୍ଵାଧୀନତା ଆଇନ, ଭାରତ ବିଭାଜନ ଓ ସ୍ଵାଧୀନତା

୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ।

(କ) କ୍ୟାବିନେଟ ମିଶନର ମୁଖ୍ୟ ପ୍ରସ୍ତାବ ଗୁଡ଼ିକ କ’ଣ ଥିଲା ?

ଉତ୍ତର:
  • ଭାରତକୁ ଏକ ସଂଘ ରୂପେ ରଖିବା

  • ରାଜ୍ୟଗୁଡ଼ିକୁ 3 ଗୋଷ୍ଠୀରେ ବାଁଟିବା (A, B, C)

  • କେନ୍ଦ୍ର ସରକାର ପାଖରେ ସେନା, ବୃହତ ଦୂତବ୍ୟବସ୍ଥା, ବିଦେଶ ନୀତି ଓ ମୁଦ୍ରା ରଖିବା

  • ଏକ ସଂବିଧାନ ସଭା ଗଠନ କରି ସଂବିଧାନ ପ୍ରସ୍ତୁତ କରିବା

  • ଅନ୍ତର୍ବର୍ତ୍ତୀ ସରକାର ଗଠନ କରାଯିବ




  • (ଗ) କେଉଁ ପରିସ୍ଥିତିରେ କ୍ଲିମେଣ୍ଟ ଅଟ୍‌ଲୀ ଭାରତର ସମ୍ଭାବ୍ୟ ସ୍ଵାଧୀନତା ସଂପର୍କରେ ଘୋଷଣା କଲେ ?

    ଉତ୍ତର:
  • ଦ୍ୱିତୀୟ ବିଶ୍ୱୟୁଦ୍ଧ ପରେ ବ୍ରିଟେନ ଅର୍ଥନୈତିକ ଦୃଢତା ହରାଇଥିଲା

  • ଭାରତରେ ଆନ୍ଦୋଳନ ବଢ଼ିଥିଲା

  • ସେନା ଓ ସ୍ତରେ ମଧ୍ୟ ଅସନ୍ତୋଷ ଥିଲା (INA ନାଟକ)

  • ଏହି ପରିପ୍ରେକ୍ଷିତରେ 20 ଫେବୃଆରୀ 1947 ରେ ଅଟ୍ଲୀ ଘୋଷଣା କଲେ – ୧୯୪୮ ମଧ୍ୟରେ ଭାରତକୁ ସ୍ୱାଧୀନତା ଦିଆଯିବ


  • (ଘ) ମାଉଣ୍ଟବ୍ୟାଟେନ୍‌ଙ୍କ ଯୋଜନାରେ ଭାରତ ବିଭାଳନ ଭାଳନ ସମ୍ପର୍କରେ କ'ଣ ପ୍ରସ୍ତାବ ଥିଲା ?

    ଉତ୍ତର:
  • ଭାରତକୁ ଦୁଇଟି ଡୋମିନିୟନ୍ ରାଜ୍ୟରେ ବାଁଟିବା (ଭାରତ ଓ ପାକିସ୍ତାନ)

  • ଆଂଶିକ ଭାଗ ପାଖରେ ଥିବା ପଞ୍ଜାବ ଓ ବେଙ୍ଗାଳକୁ ବାଁଟିବା

  • ପ୍ରିନ୍ସଲି ଷ୍ଟେଟ୍‌ଗୁଡିକୁ ମନୋମତାନୁସାରେ ଭାରତ ବା ପାକିସ୍ତାନ ସହ ଜଡ଼ିବା ଅଧିକାର

  • 15 ଅଗଷ୍ଟ 1947 ରେ ସ୍ୱାଧୀନତା ପ୍ରଦାନ


  • (ଙ) ଭାରତ ସ୍ୱାଧୀନତା ଆଇନ୍‌ର ମୁଖ୍ୟ ବ୍ୟବସ୍ଥାଗୁଡ଼ିକ କ’ଣ କ'ଣ ଥିଲା ?

    ଉତ୍ତର:
  • ଭାରତ ଓ ପାକିସ୍ତାନ – ଦୁଇଟି ସ୍ଵାଧୀନ ଡୋମିନିୟନ ରାଜ୍ୟ ରୂପେ ପରିଣତ

  • ଭୂମି ଭାଗ ଓ ସର୍ବଭୌମତ୍ୱ ଏହି ଦୁଇ ରାଜ୍ୟକୁ ଦିଆଯିବ

  • ପ୍ରିନ୍ସଲି ଷ୍ଟେଟ୍‌ଗୁଡ଼ିକୁ ମନୋମତାନୁସାରେ ଯୋଗ ଅଧିକାର

  • ବ୍ରିଟିଶ୍ ପାର୍ଲିଆମେଣ୍ଟର ଶାସନ ଶେଷ

  • ଗଭର୍ଣର ଜେନେରାଲ ଦେଶର ମୁଖ୍ୟ ହେବେ

  • ୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦ ଶବ୍ଦରେ ଲେଖ ।

    (କ) କ୍ୟାବିନେଟ ମିଶନ କାହିଁକି ଭାରତ ଆସିଥିଲେ ଲେ ?

    ଉତ୍ତର:କ୍ୟାବିନେଟ ମିଶନ ଭାରତର ସଂବିଧାନ ଓ ସ୍ଵାଧୀନତା ପାଇଁ ଆସିଥିଲେ।

    (গ) ଇଂଲଣ୍ଡର କେଉଁ ପ୍ରଧ ପ୍ରଧାନମନ୍ତ୍ରୀଙ୍କ ଜୀଙ୍କ ସମୟରେ କ୍ୟାବିନେଟ ମିଶନ ଭାରତକୁ ଆସିଥିଲେ ଏବଂ କେଉଁମାନେ ଏହାର ସଦସ୍ୟ ଥିଲେ ?

    ଉତ୍ତର:କ୍ଲେମେଣ୍ଟ ଅଟ୍‌ଲୀଙ୍କ ସମୟରେ। ସଦସ୍ୟ – ସ୍ଟାଫୋର୍ଡ କ୍ରିପ୍ସ, ବେଭିନ୍, ପେଥିକ ଲାର୍‌ରେନ୍ସ।

    (ଗ) ପ୍ରତ୍ଯକ୍ଷ କାର୍ଯ୍ୟ ଦିବସ କାହିଁକି ଏବଂ କେଉଁଦିନ ପାଳନ କରା କରାଯାଇଥିଲା ?

    ଉତ୍ତର:୧୯୪୬ ଅଗଷ୍ଟ ୧୬, ମୁସ୍ଲିମ୍ ଲିଗ୍‌ର ପାକିସ୍ଥାନ ଦାବି ପାଇଁ ପାଳିତ।

    (๑) ମଧ୍ୟବର୍ତ୍ତୀକାଳୀନ ସରକାର କେବେ ଗଠିତ ହୋଇଥିଲା ଦେଇଥିଲା ? * ମୁସ୍‌ଲିମ୍ ଲିଗ୍ କେବେ ଏଥିରେ ଯୋଗ
    ?
    ଉତ୍ତର:୧୯୪୬ ସେପ୍ଟେମ୍ବର ୩ ରେ ଗଠିତ ହୋଇଥିଲା; ମୁସ୍ଲିମ୍ ଲିଗ୍ ଅକ୍ଟୋବର ୩ ରେ ଯୋଗଦେଲା।


    (6) ९९४० ମସିହା ଫେବୃୟାରୀ ୨୦ ତାରିଖ ଦିନ ଅଟ୍‌ଲୀଙ୍କ ଘୋଷଣାର ତାତ୍ପର୍ଯ୍ୟ କ'ଣ

    ଉତ୍ତର: ଗାନ୍ଧୀଜୀ ନୌଖାଲି ଯାଇ ଶାନ୍ତି ସ୍ଥାପନ ପାଇଁ ଜନସମ୍ପର୍କ କାର୍ଯ୍ୟ କଲେ।

    (৫) ସାଂପ୍ରଦାୟିକ ଦଙ୍ଗା ନିବାରଣ କରିବା ପାଇଁ ମହମ୍ବାଗାନ୍ଧୀ କି ପଦକ୍ଷେପ ନେଇଥିଲେ ?

    ଉତ୍ତର:ଅଟ୍‌ଲୀ ଘୋଷଣା କଲେ – ୧୯୪୮ ମଧ୍ୟରେ ଭାରତକୁ ସ୍ଵାଧୀନତା ଦିଆଯିବ।

    (ଛ) ମାଉଣ୍ଟବ୍ୟାଟେନ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥିଲ । କ'ଣ ଥିଲା ଏବଂ ଏହା କେବେ ଘୋଷିତ ହୋଇଥିଲା ?

    ଉତ୍ତର:ଦେଶ ଭାଗ କରି ଶାନ୍ତିପୂର୍ଣ୍ଣ ଶକ୍ତି ହସ୍ତାନ୍ତର ଉଦ୍ଦେଶ୍ୟ; ଘୋଷଣା – ୩୫ ଜୁନ୍ ୧୯୪୭।

    (๑) ମାଉଣ୍ଟବ୍ୟାଟେନ୍ ଯୋଜନାରେ ଦେଶୀୟ ରାଜ୍ୟମାନଙ୍କ ପାଇଁ କ'ଣ ବ୍ୟବସ୍ଥା ଥିଲା ?

    ଉତ୍ତର:ଦେଶୀୟ ରାଜ୍ୟମାନେ ଭାରତ କିମ୍ବା ପାକିସ୍ଥାନ ସ‌ହ ଏକତା ପାଇଁ ବିକଳ୍ପ ଥିଲା।

    (ଝ) ସ୍ଵାଧୀନ ପାକିସ୍ଥାନର ପ୍ରଥମ ଗଭର୍ଶର ଜେନେରାଲ୍ ଓ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ କିଏ ଶପଥ ଗ୍ରହଣ କରିଥିଲେ ?

    ଉତ୍ତର:ଗଭର୍ଣ୍ଣର ଜେନେରାଲ୍ – ମହମ୍ମଦ ଅଲି ଜିନ୍ନା; ପ୍ରଧାନମନ୍ତ୍ରୀ – ଲିୟାକତ ଅଲି ଖାନ।

    (B) ଭାରତର ପ୍ରଥମ ସ୍ଵାଧୀନତା ଦିବସରେ କିଏ ଏବଂ କେଉଁଠାରେ ପତାକା ଉତ୍ତୋଳନ କରି? କରିଥିଲେ ?

    ଉତ୍ତର:ଜବାହରଲାଲ୍ ନେହେରୁ ଦିଲ୍ଲୀର ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଥିଲେ।

    ଉତ୍ତର ଗୋଟିଏ ବାକ୍ୟରେ ଲେଖ 1 ୩. ପ୍ରତ୍ୟେକ ପ୍ରଶ୍ନ ପ୍ରଶ୍ନର ଉତ୍ତର

    (କ) କ୍ୟାବିନେଟ୍ ମିଶନ ନ ଜେବେ ଭାରତରେ ପହଞ୍ଚୁଥିଲେ ?

    ଉତ୍ତର:ମାର୍ଚ୍ଚ ୧୯୪୬ ରେ କ୍ୟାବିନେଟ୍ ମିଶନ ଭାରତ ପହଞ୍ଚିଥିଲା।

    (ଖ) ପ୍ରତ୍ୟକ୍ଷ କାର୍ଯ୍ୟଦିବସ ପାଳନ କରିବା ପାଇଁ କିଏ ଆହ୍ବାନ ଦେଇଥିଲେ ?

    ଉତ୍ତର:ମହମ୍ମଦ ଅଲି ଜିନ୍ନା ୧୬ ଅଗଷ୍ଟ ପାଇଁ ଆହ୍ୱାନ ଦେଇଥିଲେ।

    (ଗ) କିଏ କଲିକତା ହିଂସାକାଣ୍ଡକୁ ବିରାଟ କଲିକତା ହତ ଲିକତା ହତ୍ୟାକାଣ୍ଡ ଭାବେ ଅଭିହିତ କରିଥିଲେ ?

    ଉତ୍ତର:ଗାନ୍ଧୀଜୀ କଲିକତା ହିଂସାକୁ ବିରାଟ ହତ୍ୟାକାଣ୍ଡ ଭାବେ କହିଥିଲେ।

    (ଘ) କିଏ ଭାରତର ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ବ ନେଇଥିଲେ ?

    ଉତ୍ତର:ଜୱାହରଲାଲ ନେହେରୁ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେଇଥିଲେ।

    (ଡ) ଭାରତକୁ କ୍ଷମତା ହସ୍ତାନ୍ତର କର କରା‌ଯିବ ବୋଲି ଅଟ୍‌ଲି କେବେ ଘୋଷଣା କରିଥିଲେ ?

    ଉତ୍ତର:20 ଫେବୃଆରୀ 1947 ରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କ୍ଲେମେଣ୍ଟ ଅଟ୍ଲି ଘୋଷଣା କରିଥିଲେ ଯେ, ଜୁନ 1948 ମଧ୍ୟରେ ଭାରତକୁ କ୍ଷମତା ହସ୍ତାନ୍ତର କରାଯିବ।

    (ଚ) ମାଉଣ୍ଟବ୍ୟାଟେନ୍ କେଉଁଦିନ ଭାରତକୁ ଭାଇସରାୟ ହୋଇ ଆସିଲେ ?

    ଉତ୍ତର:ଲାର୍ଡ୍ ଲୁଇ ମାଉଣ୍ଟବ୍ୟାଟେନ୍ 24 ମାର୍ଚ୍ଚ 1947 ରେ ଭାରତକୁ ଭାଇସରାୟ ହୋଇ ଆସିଥିଲେ।

    (ଛ) କାହା ଭିଭିରେ ଭାରତର ସ୍ଵାଧୀନତା ନିମନ୍ତେ ଆଇନ ପ୍ରସ୍ତୁତ ହୋଇଥିଲା ?

    ଉତ୍ତର:ଭାରତର ସ୍ୱାଧୀନତା ପାଇଁ ମାଉଣ୍ଟବ୍ୟାଟେନ୍ ଯୋଜନା ଅନୁସାରେ ବ୍ରିଟିଶ ସଂସଦରେ ଲୋର୍ଡ୍ ଏଟ୍ଲି ଙ୍କ ନେତୃତ୍ୱରେ "ଇଣ୍ଡିଆ ଇନ୍‌ଡିପେଣ୍ଡେନ୍ସ୍ ଆକ୍ଟ - 1947" ପ୍ରସ୍ତୁତ ହୋଇଥିଲା।

    (ଜ) ପାକିସ୍ଥାନ କେଉଁଦିନ ଏକ ରାଷ୍ଟ୍ର ଭାବରେ ଆତ୍ମପ୍ରକାଶ କଲା ?

    ଉତ୍ତର:14 ଅଗଷ୍ଟ 1947 ରେ ପାକିସ୍ଥାନ ଏକ ସ୍ଵାଧୀନ ରାଷ୍ଟ୍ର ଭାବରେ ଆତ୍ମପ୍ରକାଶ କଲା।

    (ଝ) ବ୍ରିଟିଶ ଶାସନାଧୀନ ଭାରତର ଶେଷ ଗଭର୍ଣ୍ଣର ଜେନେରାଲ୍ କିଏ ଥିଲେ ?

    ଉତ୍ତର:ବ୍ରିଟିଶ ଶାସନାଧୀନ ଭାରତର ଶେଷ ଗଭର୍ଣ୍ଣର ଜେନେରାଲ୍ ଥିଲେ ଲାର୍ଡ୍ ମାଉଣ୍ଟବ୍ୟାଟେନ୍

    (B) ସ୍ଵାଧୀନ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ମନ୍ତ୍ରୀ କିଏ ଥିଲେ ?

    ଉତ୍ତର:ସ୍ୱାଧୀନ ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଥିଲେ ସରଦାର ବଲ୍ଲଭଭାଇ ପଟେଲ୍


    ୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ଲେଖ। ରିଗୋଟି ବିଜଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ

    (କ) କ୍ୟାବିନେଟ୍ ମିଶନ କେତେ ସଂଖ୍ୟା ବିଶିଷ୍ଟ ସମ୍ବିଧାନ ପ୍ରଣୟନ ସଭାର ପ୍ରସ୍ତାବ ଦେଇଥିଲେ ?
    (i) १९७
    (ii)
    পা
    ৬৯ (!!!)
    (iv)
    ९४
    ଉତ୍ତର:(i) ୧୯୭

    (ଖ) କାହାର ପ୍ରବର୍ତ୍ତନା ଫଳରେ ମୁସ୍‌ଲିମ୍ ଲିଗ୍ ମଧ୍ୟବର୍ତ୍ତୀ କାଳୀନ ସରକାରରେ ଯୋଗ ଦେଲା ?
    (I) କ୍ଲିମେଣ୍ଟ ଅଟ୍‌ଲି
    (iii) ଲର୍ଡ ମାଉଣ୍ଟବ୍ୟାଟେନ୍
    (ii) ଲର୍ଡ ଭେଲ୍‌
    (iv) ମହାତ୍ମାଗାନ୍ଧୀ

    ଉତ୍ତର:(i) କ୍ଲିମେଣ୍ଟ ଅଟ୍‌ଲି

    (ଗ) କିଏ ଭାରତ ସମ୍ବିଧାନ ପ୍ରଣୟନ ସଭସଭାର ସଭାପତି ଥିଲେ ?
    (i) ଜବାହରଲାଲ୍ ନେହେରୁ
    (ii)
    ରାଜେନ୍ଦ୍ର ପ୍ରସାଦ
    (iii) ବଲ୍ଲଭଭାଇ ପଟେଲ୍
    (iv)
    ମହମ୍ମଦ ଅଲ୍ଲୀ ଜିନ୍ନା

    ଉତ୍ତର:(ii) ଡ଼. ରାଜେନ୍ଦ୍ର ପ୍ରସାଦ

    (ଘ) କେଉଁ ତାରିଖ ସୁଦ୍ଧା ଭାରତକୁ କ୍ଷମତା ହସ୍ତାନ୍ତର କରିବା ପାଇଁ ଅଟ୍‌ଲି ଘୋଷଣା କରିଥିଲେ ?
    (i) ୧୯୪୭ ଫେବୃୟାରୀ ୨୦
    (iii) ୧୯୪୭ ଅଗଷ୍ଟ ୧୫
    (ii) ୧୯୪୭ ଜୁନ୍ ୩
    (iv)୧୯୪୮ ଜୁନ୍ ୩୦

    ଉତ୍ତର: (iv) ୧୯୪୮ ଜୁନ୍ ୩୦

    (B) କେବେ ଲା ଭାରତ ସ୍ଵାଧୀନତା ଆଇନ୍ ବ୍ରିଟିଶ୍ ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିଥିଲା ?
    (0) ୧୯୪୭ ଫେବୃୟାରୀ ୨୦
    (ITI) ୧୯୪୭ ଜୁଲାଇ ୧୮
    (1) ୧୯୪୭ ଜୁନ୍ ୩
    (iv) ୧୯୪୭ ଅଗଷ୍ଟ ୧୪

    ଉତ୍ତର:(iii) ୧୯୪୭ ଜୁଲାଇ ୧୮